ବିଶ୍ୱକପ ସେମି ଫାଇନାଲ ରେସ, ଜାଣନ୍ତୁ କେଉଁ କେଉଁ ଦଳ ହେଲେ ସାମିଲ

ନୂଆଦିଲ୍ଲୀ,୮/୧୧:  ବିଶ୍ୱକପ ସେମି ଫାଇନାଲ ରେସରେ ଭାରତ, ଦକ୍ଷିଣ ଆଫ୍ରିକା ପରେ ସେମିରେ ସ୍ଥାନ ପକା କରିିଛି ଅଷ୍ଟ୍ରେଲିଆ । ସେହିପରି ୪ ନମ୍ବର ସ୍ଥାନ ପାଇଁ ନ୍ୟୁଜିଲ୍ୟାଣ୍ଡ, ପାକିସ୍ତାନ, ଆଫଗାସ୍ତାନ ମଧ୍ୟରେ ଲଢେଇ ହେବ । ପ୍ରତ୍ୟେକ ଟିମ୍ ୮ ପଏଂଟ ଲେଖାଏଁ ପାଇଥିବା ବେଳେ ଗୋଟିଏ ଲେଖାଏଁ ମ୍ୟାଚ ବାକି ରହିଛି । ନ୍ୟୁଜିଲ୍ୟାଣ୍ଡ ଶ୍ରିଲଙ୍କା ବିପକ୍ଷରେ ଏବଂ ପାକିସ୍ତାନ ଇଂଲଣ୍ଡ ବିପକ୍ଷରେ ଏବଂ ଆଫଗାନିସ୍ଥାନ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶେଷ ମ୍ୟାଚ ଖେଳିବେ ।