ରଥାରୁଢ ହେଲେ ମହାପ୍ରଭୁ

ପୁରୀ, ୧୨/୭: ଆଜି ବିଶ୍ବପ୍ରସିଦ୍ଧ ପୁରୀ ରଥଯାତ୍ରା। ବିନା ଭକ୍ତ ଓ କଟକଣା ଭିତରେ ପୂର୍ବବର୍ଷ ପରି ଚଳିତବର୍ଷ ମଧ୍ୟ ରଥଯାତ୍ରା ହେଉଛି। ଅନ୍ୟପଟେ ଏବେ ରଥରେ କଳସ ସ୍ଥାପନ ହୋଇ ଅନୁକୂଳ କରାଯାଇଛି।

ପ୍ରଭୁ ଶ୍ରୀବଳଭଦ୍ର ତାଳଧ୍ୱଜ ରଥ ଓ ଦେବୀ ସୁଭଦ୍ରା ଦେବଦଳନ ରଥରେ ରଥାରୁଢ ହୋଇଛନ୍ତି। ଘଣ୍ଟ, କାହାଳୀ ଓ ବାଜ%A