ସାରା ରାଜ୍ୟରେ ପ୍ରବଳ ଶୀତ ଲହରୀ ଜାରି

ଭୁବନେଶ୍ୱର, ୨୦/୧୨: ସାରା ରାଜ୍ୟରେ ପ୍ରବଳ ଶୀତ ଲହରୀ ଜାରି ରହିଛି। ଏହାରି ମଧ୍ୟରେ ୫.୫ ଡିଗ୍ରୀ ସହ ଫୁଲବାଣୀ ରାଜ୍ୟର ଶୀତଳ ସହର ରହିଛି । ସେହିପରି ୧୦ ଡିଗ୍ରୀ ତଳେ ରାଜ୍ୟର ୯ଟି ସହର ରହିିିଛି । ଝାରସୁଗୁଡ଼ା ୭.୬, ଅନୁଗୁଳ ୮.୬, ଦାରିଙ୍ଗବାଡ଼ି ୯ , ବାରିପଦା ୮.୫, କୋରାପୁଟ ୮.୬, କେନ୍ଦୁଝର ୯.୫, ଭବାନୀପାଟଣା ୯.୨ ଓ ବଲାଙ୍ଗିର ୯.୪, କଟକ ୧୧ ଓ ଭୁବନେଶ୍ବର ୧୩.୯ ଡିଗ୍ରୀ ରେକର୍ଡ ରହିଛି।