ଦିନ ୧ଟା ସୁଦ୍ଧା ୪୦.୫୧% ମତଦାନ

ଭୁବନେଶ୍ୱର, ୩/୧୧:  ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆଜି ଭୋଟ୍‌ଗ୍ରହଣ ଜାରି ରହିିଛି। ଦିନ ୧ଟା ସୁଦ୍ଧା ୨ ଆସନରେ ହାରାହାରି ୪୦.୫୧% ମତଦାନ ହୋଇଛି । ବାଲେଶ୍ବରରେ ୪୧.୩୬% ଓ ତିର୍ତ୍ତୋଲରେ ୩୯.୬୮%, ଜଗତସିଂହପୁରର ବିରିଡ଼ିରେ ୩୭.୧୧%, ରଘୁନାଥପୁରରେ ୩୮.୮୦% , ତିର୍ତ୍ତୋଲ ବ୍ଲକ୍‌ରେ ୪୧.୯୭% ମତଦାନ  ହୋଇଥିବା ସୂଚନା ମିଳିଛି।