ଜିଆର୍‌ଏସ୍‌ ଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର,୨୩/୩:  କେନ୍ଦୁଝର ମୁକୁନ୍ଦପୁରପାଟଣାର ଜିଆର୍‌ଏସ୍‌ ସୌଭାଗ୍ୟଲକ୍ଷ୍ମୀ ତ୍ରିପାଠୀଙ୍କ ଘରେ ଭିଜିଲାନ୍ସ ରେଡ୍ ପକେଇଛି।‌ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢ଼଼ାଉ ହୋଇଛି। ତାଙ୍କର ଘର, ଅଫିସ୍ ଏବଂ ହୋଟେଲ୍ ସମେତ ୪ଟି ସ୍ଥାନରେ ଏକକାଳୀନ ଯାଞ୍ଚ ଚାଲିଛି।