ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଚାଲିଛି ମତଦାନ

ନୂଆଦିଲ୍ଲୀ,୬/୮: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ସଂସଦ ଭବନରେ ଆରମ୍ଭ ମତଦାନ ହୋଇଛି
ସଂଧ୍ୟା ୫ଟା ଯାଏଁ ମତଦାନ ଚାଲିବ ଓ ଆଜି ଫଳାଫଳ ଘୋଷଣା ହେବ। NDA ପ୍ରାର୍ଥୀ ଧନଖଡ଼ ଓ ବିରୋଧୀ ପ୍ରାର୍ଥୀ ଆଲ୍‌ଭାଙ୍କ ମଧ୍ୟରେ ଟକ୍କର ଚାଲିଛି। ସଂସଦ ଭବନରେ ପହଞ୍ଚି ଭୋଟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।