ସପ୍ତାହାନ୍ତ ସଟ୍‌‌ଡାଉନ୍‌ ଯୋଗୁଁ ୧୦ ଜିଲ୍ଲାର ସହରାଞ୍ଚଳରେ ବନ୍ଦ ରହିବ ଟିକାକରଣ

ଭୁବନେଶ୍ୱର, ୧୬/୪: ରାଜ୍ୟରେ କରୋନା ସଂକ୍ରମଣ ପୁଣିଥରେ ବଢି ଚାଲିଛି। ତେଣୁ ସପ୍ତାହାନ୍ତ ସଟ୍‌‌ଡାଉନ୍‌ ଜାରି ହୋଇଛି।ସପ୍ତାହାନ୍ତ ସଟ୍‌‌ଡାଉନ୍‌ ଯୋଗୁଁ ୧୦ ଜିଲ୍ଲାର ସହରାଞ୍ଚଳରେ ଟିକାକରଣ ବନ୍ଦ ରହିବ।  ଟିକାକରଣ ବନ୍ଦ ନେଇ ଅତିରିକ୍ତ ସେହି ୧୦ ଜିଲ୍ଲାର ଜିଲ୍ଲାପାଳ ଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଚିଠି ଲେଖିଛନ୍ତି। ଶନିବାର ଓ ରବିବାର ଦିନ ବନ୍ଦ ରହିବ ଟିକାକରଣ। ୧୦ ଜିଲ୍ଲା ଗୁଡିକ ହେଉଛି ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି।