ୟୁକ୍ରେନ୍‌ରେ ଫସିଥିବା ଭାରତୀୟଙ୍କୁ ଫେରାଇ ଆଣିବାକୁ ଉଦ୍ୟମ

ନୂଆଦିଲ୍ଲୀ, ୨୫/୨: ୟୁକ୍ରେନ୍‌ରେ ଫସିଥିବା ଭାରତୀୟଙ୍କୁ ଫେରାଇ ଆଣିବାକୁ ଉଦ୍ୟମ ଚାଲିଛି। ୟୁକ୍ରେନର ୪ ପଡ଼ୋଶୀ ଦେଶ ହଙ୍ଗେରୀ, ପୋଲାଣ୍ଡ, ସ୍ଲୋଭାକ୍‌ ରିପ୍ଲବିକ୍ ଓ ରୋମାନିଆ ଦେଇ ଫେରାଇ ଆଣିବାକୁ ଉଦ୍ୟମ ଜାରି ରହିଛି। ଭାରତ ପକ୍ଷରୁ ଜାରି ହେଲା ୪ ପଡ଼ୋଶୀ ଦେଶର ଦୂତାବାସ ଅଧିକାରୀଙ୍କ ନମ୍ବର ଜାରି ହୋଇଛି।
୪ ଅଧିକାରୀଙ୍କ ଫୋନ୍‌ ନମ୍ବର ଜାରି ହୋଇଛି। ହଙ୍ଗେରୀ: ଏସ୍‌. ରାମଜୀ (+୩୬୩୦୫୧୯୯୯୪୪, ହ୍ବାଟସ ଆପ୍ ନଂ +୯୧୭୩୯୫୯୮୩୯୯୦) ହଙ୍ଗେରୀ: ଅଙ୍କୁରଙ୍କ(+୩୬୩୦ ୮୬୪୪୫୯୭) ହଙ୍ଗେରୀ: ମୋହିତ ନାଗପାଲ (+୩୬୩୦ ୨୨୮୬୫୬୬, ହ୍ବାଟସଆପ୍ ନଂ ୯୧୮୯୫୦୪୯୩୦୫୯), ସ୍ଲୋଭାକିଆ ରିପବ୍ଲିକ: ମନୋଜ କୁମାର (+୪୨୧୯୦୮୦୨୫୨୧୨)।