ପୁରୀ କୋଣାର୍କ ମୁକ୍ତାକାଶ ମଞ୍ଚରେ କୋଣାର୍କ ମହୋତ୍ସବ ଉଦ୍‌ଘାଟନ କଲେ ପର୍ଯ୍ୟଟନ ମନ୍ତ୍ରୀ

ଭୁବନେଶ୍ୱର, ୧/୧୨: ପୁରୀ କୋଣାର୍କ ମୁକ୍ତାକାଶ ମଞ୍ଚରେ କୋଣାର୍କ ମହୋତ୍ସବ ଉଦ୍‌ଘାଟନ କଲେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ। ସେଠାରେ ମନ୍ତ୍ରୀ ସମୀର ରଞ୍ଜନ ଦାଶ, ତୁଷାରକାନ୍ତି ବେହେରା, ସାଂସଦ ରାଜଶ୍ରୀ ମଲ୍ଲିକ ଓ OTDC ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ବି ଉପସ୍ଥିତ ରହିଥିଲେ।ଡିସେମ୍ବର ୫ ଯାଏ  ନୃତ୍ୟୋତ୍ସବ ଓ ବାଲୁକା କଳା ପ୍ରଦର୍ଶନୀ ଚାଲିବ।