ପୁରୁଷ କୁସ୍ତିରେ କ୍ବାର୍ଟର ଫାଇନାଲରେ ଦୀପକ ପୁନିଆ

ନୂଆଦିଲ୍ଲୀ, ୪/୮: ଟୋକିଓ ଅଲିମ୍ପିକ୍ସର ପୁରୁଷ କୁସ୍ତି ରେ ୮୬ କେଜି ବର୍ଗରେ ଦୀପକ ପୁନିଆ କ୍ବାର୍ଟର ଫାଇନାଲରେ ପହଞ୍ଚିଛନ୍ତି। ନାଇଜେରିଆର ଖେଳାଳି ଏଜିଓମୋରଙ୍କୁ ୧୨-୧ରେ ହରାଇଛନ୍ତି ଦୀପକ । କ୍ବାର୍ଟର ଫାଇନାଲରେ ଚୀନ୍‌ର ଜୁସେନ ଲିଙ୍କ ସହ ଦୀପକ ମୁକାବିଲା କରିବେ।