ଭୁବନେଶ୍ୱର, ୩/୨: ରାଜ୍ୟରେ ଏବେ ଧୀରେ ଧୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୩,୬୨୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୨୧୧୫ ଓ ସ୍ଥାନୀୟ ଅଞ୍ଚଳରୁ ୧୫୧୪ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ଅଛନ୍ତି ୫୧୫ ଜଣ। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୫୯,୪୦୫ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୨,୧୫,୩୮୦ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୩୫,୩୦୬ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 2nd Feb
New Positive Cases: 3629
Of which 0-18 years: 515
In quarantine: 2115
Local contacts: 1514(Details of local contacts will be shared by concerned District)
1. Angul: 89
2. Balasore: 111
3. Bargarh: 71
4. Bhadrak: 45
5. Balangir: 91
6. Boudh: 80— I & PR Department, Odisha (@IPR_Odisha) February 3, 2022
23. Nawarangpur: 90
24. Nayagarh: 118
25. Nuapada: 70
26. Puri: 53
27. Rayagada: 101
28. Sambalpur: 101
29. Sonepur: 35
30. Sundargarh: 346
31. State Pool: 160New recoveries: 6067
Cumulative tested: 27812224
Positive: 1259405
Recovered: 1215380
Active cases: 35306— I & PR Department, Odisha (@IPR_Odisha) February 3, 2022