ଭୁବନେଶ୍ୱର,୭/୧୦: ରାଜ୍ୟରେ ଏବେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଟିକେ କମିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୫୮୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୩୩୭ ଓ ସ୍ଥାନୀୟ ଅଞ୍ଚଳରୁ ୨୪୫ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ଅଛନ୍ତି ୮୩ ଜଣ। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୨୯,୯୯୪ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୦,୧୬,୫୯୪ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୫,୧୧୩ ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 6th October
New Positive Cases: 582
Of which 0-18 years: 83
In quarantine: 337
Local contacts: 245(Details of local contacts will be shared by concerned Dist Administration)
District Wise Cases:
1. Balasore: 19
2. Bargarh: 2
3. Bhadrak: 3
4. Balangir: 3— I & PR Department, Odisha (@IPR_Odisha) October 7, 2021
21. Nayagarh: 5
22. Puri: 21
23. Sambalpur: 21
24. Sonepur: 1
25. Sundargarh: 7
26. State Pool: 66New recoveries: 429
Cumulative tested: 20443634
Positive: 1029994
Recovered: 1016594
Active cases: 5113— I & PR Department, Odisha (@IPR_Odisha) October 7, 2021