ଭୁବନେଶ୍ୱର, ୨୯/୯: ରାଜ୍ୟରେ ଏବେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଟିକେ ଲାଗିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୫୬୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୩୨୮ ଓ ସ୍ଥାନୀୟ ଅଞ୍ଚଳରୁ ୨୩୭ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ଅଛନ୍ତି ୬୩ ଜଣ। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୨୫,୮୭୫ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୦,୧୨,୧୧୬ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୫,୫୧୩ ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 28th September
New Positive Cases: 565
Of which 0-18 years: 63
In quarantine: 328
Local contacts: 237(Details of local contacts will be shared by concerned Dist Administration)
District Wise Cases:
1. Angul: 8
2. Balasore: 28
3. Bargarh: 2
4. Bhadrak: 6— I & PR Department, Odisha (@IPR_Odisha) September 29, 2021
22. Puri: 12
23. Rayagada: 2
24. Sambalpur: 11
25. Sundargarh: 6
26. State Pool: 56New recoveries: 634
Cumulative tested: 19900532
Positive: 1025874
Recovered: 1012116
Active cases: 5513— I & PR Department, Odisha (@IPR_Odisha) September 29, 2021