ଭୁବନେଶ୍ୱର, ୨୮/୯: ରାଜ୍ୟରେ ଏବେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଟିକେ ଲାଗିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୫୪୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୩୧୯ ଓ ସ୍ଥାନୀୟ ଅଞ୍ଚଳରୁ ୨୨୬ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ଅଛନ୍ତି ୭୪ ଜଣ। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୨୫,୩୦୯ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୦,୧୧,୪୮୨ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୫,୫୮୭ ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 27th September
New Positive Cases: 545
Of which 0-18 years: 74
In quarantine: 319
Local contacts: 226(Details of local contacts will be shared by concerned Dist Administration)
District Wise Cases:
1. Angul: 7
2. Balasore: 47
3. Bargarh: 1
4. Bhadrak: 10— I & PR Department, Odisha (@IPR_Odisha) September 28, 2021
21. Nawarangpur: 3
22. Puri: 6
23. Rayagada: 3
24. Sambalpur: 3
25. Sonepur: 2
26. Sundargarh: 11
27. State Pool: 50New recoveries: 653
Cumulative tested: 19841897
Positive: 1025309
Recovered: 1011482
Active cases: 5587— I & PR Department, Odisha (@IPR_Odisha) September 28, 2021