ଭୁବନେଶ୍ୱର, ୧୯/୯: ରାଜ୍ୟରେ ପୁଣିଥରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୬୨୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୩୬୨ ଓ ସ୍ଥାନୀୟ ଅଞ୍ଚଳରୁ ୨୬୧ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ଅଛନ୍ତି ୯୫ ଜଣ। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୨୦,୨୪୪ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୦,୦୬,୩୨୦ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୫,୭୩୬ ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 18th September
New Positive Cases: 623
Of which 0-18 years: 95
In quarantine: 362
Local contacts: 261(Details of local contacts will be shared by concerned Dist Administration)
District Wise Cases:
1. Angul: 13
2. Balasore: 28
3. Bargarh: 3
4. Bhadrak: 13— I & PR Department, Odisha (@IPR_Odisha) September 19, 2021
21. Nayagarh: 4
22. Puri: 7
23. Rayagada: 1
24. Sambalpur: 15
25. Sonepur: 1
26. Sundargarh: 6
27. State Pool: 63New recoveries: 756
Cumulative tested: 19256682
Positive: 1020244
Recovered: 1006320
Active cases: 5736— I & PR Department, Odisha (@IPR_Odisha) September 19, 2021