ଭୁବନେଶ୍ୱର, ୧୦/୯: ରାଜ୍ୟରେ ପୁଣିଥରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୭୪୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୪୩୫ ଓ ସ୍ଥାନୀୟ ଅଞ୍ଚଳରୁ ୩୧୦ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ଅଛନ୍ତି ୧୧୯ ଜଣ। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୧୫,୦୮୩ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୯,୯୯,୮୫୯ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୭,୦୮୭ ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 9th September
New Positive Cases: 745
Of which 0-18 years: 119
In quarantine: 435
Local contacts: 310(Details of local contacts will be shared by concerned Dist Administration)
District Wise Cases:
1. Angul: 10
2. Balasore: 32
3. Bargarh: 11
4. Bhadrak: 9— I & PR Department, Odisha (@IPR_Odisha) September 10, 2021
22. Rayagada: 2
23. Sambalpur: 10
24. Subarnapur: 1
25. Sundargarh: 24
26. State Pool: 72New recoveries: 694
Cumulative tested: 18730180
Positive: 1015083
Recovered: 999859
Active cases: 7087— I & PR Department, Odisha (@IPR_Odisha) September 10, 2021