ଭୁବନେଶ୍ୱର, ୬/୯: ରାଜ୍ୟରେ ପୁଣିଥରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୬୦୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୩୫୪ ଓ ସ୍ଥାନୀୟ ଅଞ୍ଚଳରୁ ୨୫୫ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ଅଛନ୍ତି ୧୨୨ ଜଣ। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୧୨,୧୬୭ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୯,୯୭,୦୬୩ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୬,୯୯୬ ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 5th September
New Positive Cases: 609
Of which 0-18 years: 122
In quarantine: 354
Local contacts: 255(Details of local contacts will be shared by concerned Dist Administration)
District Wise Cases:
1. Angul: 12
2. Balasore: 31
3. Bargarh: 9
4. Bhadrak: 18— I & PR Department, Odisha (@IPR_Odisha) September 6, 2021
21. Nayagarh: 5
22. Puri: 20
23. Rayagada: 7
24. Sambalpur: 16
25. Sonepur: 2
26. Sundargarh: 9
27. State Pool: 45New recoveries: 763
Cumulative tested: 18477132
Positive: 1012167
Recovered: 997063
Active cases: 6996— I & PR Department, Odisha (@IPR_Odisha) September 6, 2021