ଭୁବନେଶ୍ୱର, ୨୬/୮: ରାଜ୍ୟରେ ପୁଣିଥରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୮୪୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୪୯୨ ଓ ସ୍ଥାନୀୟ ଅଞ୍ଚଳରୁ ୩୫୭ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ଅଛନ୍ତି ୧୦୬ ଜଣ। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୦୪,୦୫୯ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୯,୮୮,୦୯୦ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୮,୨୮୮ ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 25th August
New Positives Cases: 849
Of which 0-18 years: 130
In quarantine: 492
Local contacts: 357(Details of local contacts will be shared by concerned Dist Administration)
District Wise Cases:
1. Angul: 19
2. Balasore: 48
3. Bargarh: 15— I & PR Department, Odisha (@IPR_Odisha) August 26, 2021
21. Mayurbhanj: 26
22. Nayagarh: 19
23. Nuapada: 1
24. Puri: 22
25. Rayagada: 2
26. Sambalpur: 20
27. Sonepur: 1
28. Sundargarh: 15
29. State Pool: 65New recoveries: 721
Cumulative tested: 17737972
Positive: 1004059
Recovered: 988090
Active cases: 8288— I & PR Department, Odisha (@IPR_Odisha) August 26, 2021