ଭୁବନେଶ୍ୱର, ୧୯/୮: ରାଜ୍ୟରେ ପୁଣିଥରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୧୦୪୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୬୦୫ ଓ ସ୍ଥାନୀୟ ଅଞ୍ଚଳରୁ ୪୩୬ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯,୯୮,୧୮୭ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୯,୮୧,୩୧୬ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୯,୬୬୪ ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 18th August
New positives: 1041
Of which 0-18 years: 128
In quarantine: 605
Local contacts: 436(Details of local contacts will be shared by concerned Dist Administration)
District Wise Cases:
1. Angul: 29
2. Balasore: 22
3. Bargarh: 7
4. Bhadrak: 15— I & PR Department, Odisha (@IPR_Odisha) August 19, 2021
22. Mayurbhanj: 36
23. Nawarangpur: 3
24. Nayagarh: 13
25. Nuapada: 1
26. Puri: 34
27. Rayagada: 5
28. Sambalpur: 9
29. Sonepur: 1
30. Sundargarh: 13
31. State Pool: 88New recoveries: 845
Cumulative tested: 17274529
Positive: 998187
Recovered: 981316
Active cases: 9664— I & PR Department, Odisha (@IPR_Odisha) August 19, 2021