ଭୁବନେଶ୍ୱର, ୧୦/୮: ରାଜ୍ୟରେ ପୁଣିଥରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୧୦୪୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୬୦୫ ଓ ସ୍ଥାନୀୟ ଅଞ୍ଚଳରୁ ୪୩୬ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯,୮୮,୯୯୭ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୯,୭୧,୩୯୧ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୧୦,୯୮୮ ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 9th August
New Positive Cases: 1041
In quarantine: 605
Local contacts: 436(Details of local contacts will be shared by concerned Dist Administration)
District Wise Cases:
1. Angul: 57
2. Balasore: 23
3. Bargarh: 3
4. Bhadrak: 15
5. Balangir: 1— I & PR Department, Odisha (@IPR_Odisha) August 10, 2021
22. Nawarangpur: 2
23. Nayagarh: 28
24. Nuapada: 2
25. Puri: 34
26. Rayagada: 26
27. Sambalpur: 9
28. Sundargarh: 5
29. State Pool: 81New recoveries: 1475
Cumulative tested: 16683764
Positive: 988997
Recovered: 971391
Active cases: 10988— I & PR Department, Odisha (@IPR_Odisha) August 10, 2021