ଭୁବନେଶ୍ୱର, ୮/୮: ରାଜ୍ୟରେ ପୁଣିଥରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୧୨୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୭୧୮ ଓ ସ୍ଥାନୀୟ ଅଞ୍ଚଳରୁ ୫୨୫ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯,୮୭,୦୭୦ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୯,୬୮,୪୫୩ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୧୨,୧୨୯ ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 7th August
New Positive Cases: 1243
In quarantine: 718
Local contacts: 525(Details of local contacts will be shared by concerned Dist Administration)
District Wise Cases:
1. Angul: 53
2. Balasore: 49
3. Bargarh: 9
4. Bhadrak: 22
5. Balangir: 6— I & PR Department, Odisha (@IPR_Odisha) August 8, 2021
22. Nawarangpur: 2
23. Nayagarh: 56
24. Nuapada: 2
25. Puri: 69
26. Rayagada: 13
27. Sambalpur: 10
28. Sonepur: 5
29. Sundargarh: 14
30. State Pool: 84New recoveries: 1525
Cumulative tested: 16560842
Positive: 987070
Recovered: 968453
Active cases: 12129— I & PR Department, Odisha (@IPR_Odisha) August 8, 2021