ଭୁବନେଶ୍ୱର, ୫/୮: ରାଜ୍ୟରେ ପୁଣିଥରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୧୩୪୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୭୭୫ ଓ ସ୍ଥାନୀୟ ଅଞ୍ଚଳରୁ ୫୬୭ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯,୮୩,୫୨୩ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୯,୬୩,୭୧୮ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୧୩,୫୧୬ ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 4th August
New Positive Cases: 1342
In quarantine: 775
Local contacts: 567(Details of local contacts will be shared by concerned Dist Administration)
District Wise Cases:
1. Angul: 30
2. Balasore: 59
3. Bargarh: 8
4. Bhadrak: 40
5. Balangir: 3— I & PR Department, Odisha (@IPR_Odisha) August 5, 2021
22. Nawarangpur: 2
23. Nayagarh: 28
24. Nuapada: 3
25. Puri: 55
26. Rayagada: 18
27. Sambalpur: 18
28. Sonepur: 4
29. Sundargarh: 13
30. State Pool: 105New recoveries: 1630
Cumulative tested: 16355276
Positive: 983523
Recovered: 963718
Active cases: 13516— I & PR Department, Odisha (@IPR_Odisha) August 5, 2021