ଭୁବନେଶ୍ୱର, ୩/୮: ରାଜ୍ୟରେ ପୁଣିଥରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୧୧୨୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୬୫୭ ଓ ସ୍ଥାନୀୟ ଅଞ୍ଚଳରୁ ୪୭୨ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯,୮୦,୮୬୬ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୯,୬୦,୩୮୬ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୧୪,୩୨୫ ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 2nd August
New Positive Cases: 1129
In quarantine: 657
Local contacts: 472(Details of local contacts will be shared by concerned Dist Administration)
District Wise Cases:
1. Angul: 55
2. Balasore: 72
3. Bargarh: 3
4. Bhadrak: 60
5. Balangir: 4— I & PR Department, Odisha (@IPR_Odisha) August 3, 2021
22. Nawarangpur: 5
23. Nayagarh: 20
24. Nuapada: 3
25. Puri: 48
26. Rayagada: 6
27. Sambalpur: 1
28. Sonepur: 5
29. Sundargarh: 5
30. State Pool: 76New recoveries: 1785
Cumulative tested: 16223921
Positive: 980866
Recovered: 960386
Active cases: 14325— I & PR Department, Odisha (@IPR_Odisha) August 3, 2021