ଭୁବନେଶ୍ୱର, ୨/୮: ରାଜ୍ୟରେ ପୁଣିଥରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୧୦୩୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୫୯୮ ଓ ସ୍ଥାନୀୟ ଅଞ୍ଚଳରୁ ୪୩୪ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯,୭୯,୭୩୭ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୯,୫୮,୬୦୧ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୧୫,୦୫୦ ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 1st August
New Positive Cases: 1032
In quarantine: 598
Local contacts: 434(Details of local contacts will be shared by concerned Dist Administration)
District Wise Cases:
1. Angul: 48
2. Balasore: 36
3. Bargarh: 8
4. Bhadrak: 47
5. Balangir: 4— I & PR Department, Odisha (@IPR_Odisha) August 2, 2021
22. Mayurbhanj: 20
23. Nawarangpur: 6
24. Nayagarh: 30
25. Nuapada: 1
26. Puri: 82
27. Rayagada: 8
28. Sambalpur: 19
29. Sonepur: 10
30. Sundargarh: 23
31. State Pool: 50New recoveries: 1773
Cumulative tested: 16164543
Positive: 979737
Recovered: 958601
Active cases: 15050— I & PR Department, Odisha (@IPR_Odisha) August 2, 2021