ଭୁବନେଶ୍ୱର,୧୫/୧୦: ରାଜ୍ୟରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି। ଏହାରିମଧ୍ୟରେ ଗତକାଲି ରାଜ୍ୟରେ ଦିନକରେ ଆଉ ୮୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ମଧ୍ୟ ୬୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୩୭ ଓ ସ୍ଥାନୀୟ ଅଞ୍ଚଳରୁ ୨୬ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୩୫,୩୭୭ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୩,୨୫,୫୧୯ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୬୦୫ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 14th Oct
New Positive Cases: 63
Of which 0-18 years: 10
In quarantine: 37
Local contacts: 26(Details of local contacts will be shared by concerned District)
1. Balasore: 2
2. Balangir: 1
3. Cuttack: 12
4. Ganjam: 1
5. Jagatsinghpur: 2
6. Jajpur: 1— I & PR Department, Odisha (@IPR_Odisha) October 15, 2022
7. Kalahandi: 2
8. Khurda: 11
9. Koraput: 1
10. Mayurbhanj: 3
11. Nawarangpur: 3
12. Nuapada: 3
13. Puri: 4
14. Rayagada: 1
15. Sambalpur: 2
16. Sundargarh: 12
17. State Pool: 2New recoveries: 79
Cumulative tested: 33708205
Positive: 1335377
Recovered: 1325519
Active case: 605— I & PR Department, Odisha (@IPR_Odisha) October 15, 2022