ଭୁବନେଶ୍ୱର,୨୬/୦୯: ରାଜ୍ୟରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସମାନ୍ୟ ହ୍ରାସ ପାଇଛି। ଏହାରିମଧ୍ୟରେ ଗତକାଲି ରାଜ୍ୟରେ ଦିନକରେ ଆଉ ୨୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ମଧ୍ୟ ୧୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୯୬ ଓ ସ୍ଥାନୀୟ ଅଞ୍ଚଳରୁ ୬୮ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ୨୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୩୩,୩୩୨ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୩,୨୨,୬୪୯ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୧୪୩୯ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 25th Sept
New Positive Cases: 164
Of which 0-18 years: 25
In quarantine: 96
Local contacts: 68(Details of local contacts will be shared by concerned District)
1. Angul: 1
2. Balasore: 8
3. Bargarh: 2
4. Bhadrak: 1
5. Balangir: 1
6. Boudh: 5— I & PR Department, Odisha (@IPR_Odisha) September 26, 2022
22. Rayagada: 4
23. Sambalpur: 19
24. Sonepur: 5
25. Sundargarh: 22
26. State Pool: 6New recoveries: 145
Cumulative tested: 33527332
Positive: 1333332
Recovered: 1322649
Active cases: 1439— I & PR Department, Odisha (@IPR_Odisha) September 26, 2022