ଭୁବନେଶ୍ୱର,୧୭/୦୯: ରାଜ୍ୟରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସମାନ୍ୟ ବୃଦ୍ଧି ପାଇଛି। ଏହାରିମଧ୍ୟରେ ଗତକାଲି ରାଜ୍ୟରେ ଦିନକରେ ଆଉ ୨୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ମଧ୍ୟ ୨୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୧୩୬ ଓ ସ୍ଥାନୀୟ ଅଞ୍ଚଳରୁ ୯୭ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ୩୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୩୧,୫୮୬ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୩,୨୦,୭୧୭ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୧୬୩୦ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 16th Sept
New Positive Cases 233
Of which 0-18 years: 34
In quarantine: 136
Local contacts: 97(Details of local contacts will be shared by concerned District)
1. Balasore: 7
2. Bargarh: 7
3. Bhadrak: 1
4. Balangir: 12
5. Boudh: 2
6. Cuttack: 31— I & PR Department, Odisha (@IPR_Odisha) September 17, 2022
23. Puri: 8
24. Rayagada: 2
25. Sambalpur: 9
26. Sonepur: 3
27. Sundargarh: 24
28. State Pool: 11New recoveries: 267
Cumulative tested: 33411655
Positive: 1331586
Recovered: 1320717
Active cases: 1630— I & PR Department, Odisha (@IPR_Odisha) September 17, 2022