ଭୁବନେଶ୍ୱର,୧୬/୦୯: ରାଜ୍ୟରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସମାନ୍ୟ ହ୍ରାସ ପାଇଛି। ଏହାରିମଧ୍ୟରେ ଗତକାଲି ରାଜ୍ୟରେ ଦିନକରେ ଆଉ ୨୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ମଧ୍ୟ ୨୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୧୨୯ ଓ ସ୍ଥାନୀୟ ଅଞ୍ଚଳରୁ ୮୫ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ୩୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୩୧,୩୫୩ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୩,୨୦,୪୫୦ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୧୬୬୪ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 15th Sept
New Positive Cases: 214
Of which 0-18 years: 30
In quarantine: 129
Local contacts: 85(Details of local contacts will be shared by concerned District)
1. Angul: 1
2. Balasore: 3
3. Balangir: 10
4. Boudh: 3
5. Cuttack: 28
6. Deogarh: 2— I & PR Department, Odisha (@IPR_Odisha) September 16, 2022
23. Sambalpur: 9
24. Sonepur: 6
25. Sundargarh: 22
26. State Pool: 9New recoveries: 234
Cumulative tested: 33397341
Positive: 1331353
Recovered: 1320450
Active cases: 1664— I & PR Department, Odisha (@IPR_Odisha) September 16, 2022