ଭୁବନେଶ୍ୱର,୪/୦୯: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି । ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୨୨୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୧୨୯ ଓ ସ୍ଥାନୀୟ ଅଞ୍ଚଳରୁ ୯୨ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ୪୧, ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୨୮,୪୬୫କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୩,୧୭,୪୯୨ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୧୭୪୦ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 3rd Sept
New Positive Cases: 221
Of which 0-18 years: 41
In quarantine: 129
Local contacts: 92(Details of local contacts will be shared by concerned District)
1. Balasore: 2
2. Bargarh: 3
3. Bhadrak: 2
4. Balangir: 3
5. Cuttack: 31
6. Dhenkanal: 2— I & PR Department, Odisha (@IPR_Odisha) September 4, 2022
22. Rayagada: 2
23. Sambalpur: 2
24. Sonepur: 3
25. Sundargarh: 49
26. State Pool: 11New recoveries: 214
Cumulative tested: 33233657
Positive: 1328465
Recovered: 1317492
Active cases: 1740— I & PR Department, Odisha (@IPR_Odisha) September 4, 2022