ଭୁବନେଶ୍ୱର,୨/୦୯: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି । ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୨୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୧୩୨ ଓ ସ୍ଥାନୀୟ ଅଞ୍ଚଳରୁ ୯୪ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ୧୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୨୮,୦୭୦କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୩,୧୭,୦୪୨ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୧୭୯୭ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 1st September
New Positive Cases: 226
Of which 0-18 years: 19
In quarantine: 132
Local contacts: 94(Details of local contacts will be shared by concerned District)
1. Balasore: 1
2. Bargarh: 4
3. Bhadrak: 2
4. Balangir: 5
5. Boudh: 2
6. Cuttack: 14— I & PR Department, Odisha (@IPR_Odisha) September 2, 2022
20. Rayagada: 2
21. Sambalpur: 7
22. Sonepur: 2
23. Sundargarh: 19
24. State Pool: 23New recoveries: 228
Cumulative tested: 33206777
Positive: 1328070
Recovered: 1317042
Active cases: 1797— I & PR Department, Odisha (@IPR_Odisha) September 2, 2022