ଭୁବନେଶ୍ୱର, ୨୨/୭: ରାଜ୍ୟରେ ପୁଣିଥରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୧୯୪୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୧୧୨୦ ଓ ସ୍ଥାନୀୟ ଅଞ୍ଚଳରୁ ୮୨୮ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯,୬୧,୯୩୪ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୯ଲକ୍ଷ ୩୬ ହଜାର ୯୫୦ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୧୯,୬୨୩ ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 21st July
New Positive Cases: 1948
In Quarantine: 1120
Local Contacts: 828(Details of local contacts will be shared by concerned Dist Administration)
District Wise Cases:
1. Angul: 85
2. Balasore: 98
3. Bargarh: 17
4. Bhadrak: 59
5. Balangir: 7— I & PR Department, Odisha (@IPR_Odisha) July 22, 2021
22. Mayurbhanj: 66
23. Nawarangpur: 9
24. Nayagarh: 88
25. Nuapada: 2
26. Puri: 83
27. Rayagada: 18
28. Sambalpur: 25
29. Sonepur: 12
30. Sundargarh: 47
31. State Pool: 99New recoveries: 1943
Cumulative tested: 15357771
Positive: 961934
Recovered: 936950
Active cases: 19623— I & PR Department, Odisha (@IPR_Odisha) July 22, 2021