ଭୁବନେଶ୍ୱର,୨୩/୦୮: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୨୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୧୨୧ ଓ ସ୍ଥାନୀୟ ଅଞ୍ଚଳରୁ ୮୫ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ୧୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୨୫,୪୭୦ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୩,୧୪,୦୦୫ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୨୨୪୭ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 22nd August
New Positive Cases: 206
Of which 0-18 years: 17
In quarantine: 121
Local contacts: 85(Details of local contacts will be shared by concerned District)
1. Bargarh: 9
2. Balangir: 7
3. Boudh: 2
4. Cuttack: 16
5. Deogarh: 3
6. Gajapati: 4— I & PR Department, Odisha (@IPR_Odisha) August 23, 2022
20. Puri: 3
21. Sambalpur: 13
22. Sonepur: 1
23. Sundargarh: 36
24. State Pool: 12New recoveries: 326
Cumulative tested: 33049465
Positive: 1325470
Recovered: 1314005
Active cases: 2247— I & PR Department, Odisha (@IPR_Odisha) August 23, 2022