ଭୁବନେଶ୍ୱର,୨୦/୦୮: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୩୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୧୮୭ ଓ ସ୍ଥାନୀୟ ଅଞ୍ଚଳରୁ ୧୩୩ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ୪୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୨୪,୭୭୪ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୩,୧୨,୯୦୧ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୨୬୫୮ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 19th August
New Positive Cases: 320
Of which 0-18 years: 41
In quarantine: 187
Local contacts: 133(Details of local contacts will be shared by concerned District)
1. Angul: 1
2. Balasore: 5
3. Bargarh: 13
4. Bhadrak: 5
5. Balangir: 13
6. Boudh: 17— I & PR Department, Odisha (@IPR_Odisha) August 20, 2022
24. Puri: 3
25. Sambalpur: 24
26. Sonepur: 7
27. Sundargarh: 45
28. State Pool: 11New recoveries: 452
Cumulative tested: 33004657
Positive: 1324774
Recovered: 1312901
Active cases: 2658— I & PR Department, Odisha (@IPR_Odisha) August 20, 2022