ଭୁବନେଶ୍ୱର, ୧୮/୦୮: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୪୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୨୮୩ ଓ ସ୍ଥାନୀୟ ଅଞ୍ଚଳରୁ ୧୯୯ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ୧୦୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୨୪,୦୬୯ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୩,୧୧,୯୪୭ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୨୯୦୯ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 17th August
New Positive Cases: 482
Of which 0-18 years: 108
In quarantine: 283
Local contacts: 199(Details of local contacts will be shared by concerned District)
1. Angul: 1
2. Balasore: 9
3. Bargarh: 9
4. Bhadrak: 2
5. Balangir: 24
6. Boudh: 37— I & PR Department, Odisha (@IPR_Odisha) August 18, 2022
23. Puri: 5
24. Rayagada: 5
25. Sambalpur: 26
26. Sonepur: 7
27. Sundargarh: 107
28. State Pool: 17New recoveries: 553
Cumulative tested: 32969404
Positive: 1324069
Recovered: 1311947
Active cases: 2909— I & PR Department, Odisha (@IPR_Odisha) August 18, 2022