ଭୁବନେଶ୍ୱର, ୨୦/୭: ରାଜ୍ୟରେ ପୁଣିଥରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୨୦୮୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୧୧୯୮ ଓ ସ୍ଥାନୀୟ ଅଞ୍ଚଳରୁ ୮୮୭ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯,୫୮,୦୫୯ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୯ଲକ୍ଷ ୩୨ ହଜାର ୬୬୬ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୨୦,୧୬୮ ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 19th July
New Positive Cases: 2085
In Quarantine: 1198
Local Contacts: 887(Details of local contacts will be shared by concerned Dist Administration)
District Wise Cases:
1. Angul: 73
2. Balasore: 113
3. Bargarh: 15
4. Bhadrak: 173
5. Balangir: 7— I & PR Department, Odisha (@IPR_Odisha) July 20, 2021
22. Mayurbhanj: 84
23. Nawarangpur: 18
24. Nayagarh: 60
25. Nuapada: 5
26. Puri: 106
27. Rayagada: 14
28. Sambalpur: 36
29. Sonepur: 4
30. Sundargarh: 25
31. State Pool: 110New recoveries: 2248
Cumulative tested: 15206338
Positive: 958059
Recovered: 932666
Active cases: 20168— I & PR Department, Odisha (@IPR_Odisha) July 20, 2021