ଭୁବନେଶ୍ୱର, ୧୩/୦୮: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୪୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୨୩୭ ଓ ସ୍ଥାନୀୟ ଅଞ୍ଚଳରୁ ୧୬୬ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ୪୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୨୨,୧୮୩ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୩,୦୯,୦୧୦ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୩୯୬୬ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 12th August
New Positive Cases: 403
Of which 0-18 years: 48
In quarantine: 237
Local contacts: 166(Details of local contacts will be shared by concerned District)
1. Angul: 1
2. Balasore: 7
3. Bargarh: 13
4. Bhadrak: 1
5. Balangir: 22
6. Boudh: 6— I & PR Department, Odisha (@IPR_Odisha) August 13, 2022
23. Nuapada: 17
24. Puri: 2
25. Rayagada: 4
26. Sambalpur: 36
27. Sonepur: 14
28. Sundargarh: 66
29. State Pool: 14New recoveries: 844
Cumulative tested: 32890000
Positive: 1322183
Recovered: 1309010
Active cases: 3966— I & PR Department, Odisha (@IPR_Odisha) August 13, 2022