ଭୁବନେଶ୍ୱର, ୧୨/୦୮: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୫୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୩୪୦ ଓ ସ୍ଥାନୀୟ ଅଞ୍ଚଳରୁ ୨୪୩ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ୧୨୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୨୧,୭୮୦ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୩,୦୮,୧୬୬ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୪୪୦୭ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 11th August
New Positive Cases: 583
Of which 0-18 years: 126
In quarantine: 340
Local contacts: 243(Details of local contacts will be shared by concerned District)
1. Angul: 1
2. Balasore: 10
3. Bargarh: 22
4. Bhadrak: 2
5. Balangir: 36
6. Boudh: 5— I & PR Department, Odisha (@IPR_Odisha) August 12, 2022
23. Nuapada: 38
24. Puri: 1
25. Rayagada: 9
26. Sambalpur: 22
27. Sonepur: 17
28. Sundargarh: 137
29. State Pool: 17New recoveries: 862
Cumulative tested: 32874590
Positive: 1321780
Recovered: 1308166
Active cases: 4407— I & PR Department, Odisha (@IPR_Odisha) August 12, 2022