ଭୁବନେଶ୍ୱର, ୧୧/୦୮: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୫୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୩୧୧ ଓ ସ୍ଥାନୀୟ ଅଞ୍ଚଳରୁ ୨୧୯ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ୧୨୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୨୧,୧୯୭ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୩,୦୭,୩୦୪ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୪୬୮୭ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 10th August
New Positive Cases: 530
Of which 0-18 years: 123
In quarantine: 311
Local contacts: 219(Details of local contacts will be shared by concerned District)
1. Angul: 1
2. Balasore: 10
3. Bargarh: 19
4. Bhadrak: 1
5. Balangir: 28
6. Boudh: 34— I & PR Department, Odisha (@IPR_Odisha) August 11, 2022
24. Rayagada: 8
25. Sambalpur: 44
26. Sonepur: 11
27. Sundargarh: 165
28. State Pool: 16New recoveries: 1055
Cumulative tested: 32857389
Positive: 1321197
Recovered: 1307304
Active cases: 4687— I & PR Department, Odisha (@IPR_Odisha) August 11, 2022