ଭୁବନେଶ୍ୱର, ୫/୦୮: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୮୩୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୪୮୮ ଓ ସ୍ଥାନୀୟ ଅଞ୍ଚଳରୁ ୩୪୮ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ୧୬୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୧୭,୩୦୯ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୩,୦୧,୯୩୦ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୬୧୮୧ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 4th August
New Positive Cases: 836
Of which 0-18 years: 169
In quarantine: 488
Local contacts: 348(Details of local contacts will be shared by concerned District)
1. Angul: 2
2. Balasore: 9
3. Bargarh: 30
4. Bhadrak: 4
5. Balangir: 32
6. Boudh: 10— I & PR Department, Odisha (@IPR_Odisha) August 5, 2022
23. Nayagarh: 19
24. Nuapada: 21
25. Puri: 7
26. Rayagada: 9
27. Sambalpur: 62
28. Sonepur: 14
29. Sundargarh: 242
30. State Pool: 27New recoveries: 979
Cumulative tested: 32744642
Positive: 1317309
Recovered: 1301930
Active cases: 6181— I & PR Department, Odisha (@IPR_Odisha) August 5, 2022