ଭୁବନେଶ୍ୱର, ୨/୦୮: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୭୪୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୪୩୩ ଓ ସ୍ଥାନୀୟ ଅଞ୍ଚଳରୁ ୩୦୮ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ୧୩୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୧୪,୬୮୩ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୨,୯୮,୮୭୨ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୬୬୧୬ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 1st August
New Positive Cases: 741
Of which 0-18 years: 138
In quarantine: 433
Local contacts: 308(Details of local contacts will be shared by concerned District)
1. Angul: 3
2. Balasore: 12
3. Bargarh: 17
4. Bhadrak: 12
5. Balangir: 28
6. Boudh: 6— I & PR Department, Odisha (@IPR_Odisha) August 2, 2022
23. Nuapada: 16
24. Puri: 2
25. Rayagada: 10
26. Sambalpur: 41
27. Sonepur: 20
28. Sundargarh: 176
29. State Pool: 27New recoveries: 856
Cumulative tested: 32681078
Positive: 1314683
Recovered: 1298872
Active cases: 6616— I & PR Department, Odisha (@IPR_Odisha) August 2, 2022