ଭୁବନେଶ୍ୱର, ୧/୦୮: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୭୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୪୬୬ ଓ ସ୍ଥାନୀୟ ଅଞ୍ଚଳରୁ ୩୩୧ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ୧୩୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୧୩,୯୪୨ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୨,୯୮,୦୧୬ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୬୭୩୨ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 31st July
New Positive Cases: 797
Of which 0-18 years: 134
In quarantine: 466
Local contacts: 331(Details of local contacts will be shared by concerned District)
1. Balasore: 8
2. Bargarh: 30
3. Bhadrak: 7
4. Balangir: 28
5. Boudh: 38
6. Cuttack: 21— I & PR Department, Odisha (@IPR_Odisha) August 1, 2022
23. Puri: 1
24. Rayagada: 11
25. Sambalpur: 66
26. Sonepur: 23
27. Sundargarh: 176
28. State Pool: 27New recoveries: 672
Cumulative tested: 32662438
Positive: 1313942
Recovered: 1298016
Active cases: 6732— I & PR Department, Odisha (@IPR_Odisha) August 1, 2022