ଭୁବନେଶ୍ୱର, ୩୦/୦୭: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୯୮୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୫୭୫ ଓ ସ୍ଥାନୀୟ ଅଞ୍ଚଳରୁ ୪୦୬ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ୧୬୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୧୨,୧୧୬ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୨,୯୬,୨୯୩ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୬୬୩୨ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 29th July
New Positive Cases: 981
Of which 0-18 years: 166
In quarantine: 575
Local contacts: 406(Details of local contacts will be shared by concerned District)
1. Angul: 1
2. Balasore: 13
3. Bargarh: 44
4. Bhadrak: 12
5. Balangir: 22
6. Boudh: 10— I & PR Department, Odisha (@IPR_Odisha) July 30, 2022
23. Nayagarh: 24
24. Nuapada: 10
25. Puri: 6
26. Rayagada: 8
27. Sambalpur: 71
28. Sonepur: 23
29. Sundargarh: 259
30. State Pool: 32New recoveries: 1136
Cumulative tested: 32624009
Positive: 1312116
Recovered: 1296293
Active cases: 6632— I & PR Department, Odisha (@IPR_Odisha) July 30, 2022