ଭୁବନେଶ୍ୱର,୨୮/୦୭: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୧୦୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୬୦୩ ଓ ସ୍ଥାନୀୟ ଅଞ୍ଚଳରୁ ୪୨୭ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ୧୭୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୧୦,୧୧୫ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୨,୯୩,୯୫୧ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୬୯୭୪ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 27th July
New Positive Cases: 1030
Of which 0-18 years: 179
In quarantine: 603
Local contacts: 427(Details of local contacts will be shared by concerned District)
1. Angul: 3
2. Balasore: 23
3. Bargarh: 22
4. Bhadrak: 11
5. Balangir: 35
6. Boudh: 12— I & PR Department, Odisha (@IPR_Odisha) July 28, 2022
23. Puri: 10
24. Rayagada: 18
25. Sambalpur: 77
26. Sonepur: 39
27. Sundargarh: 227
28. State Pool: 36New recoveries: 1066
Cumulative tested: 32579269
Positive: 1310115
Recovered: 1293951
Active cases: 6974— I & PR Department, Odisha (@IPR_Odisha) July 28, 2022