ଭୁବନେଶ୍ୱର,୨୭/୦୭: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୧୧୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୬୮୮ ଓ ସ୍ଥାନୀୟ ଅଞ୍ଚଳରୁ ୪୮୬ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ୧୫୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୦୯,୦୮୫ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୨,୯୨,୮୮୫ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୭୦୧୧ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 26th July
New Positive Cases: 1174
Of which 0-18 years: 155
In quarantine: 688
Local contacts: 486(Details of local contacts will be shared by concerned District)
1. Angul: 3
2. Balasore: 16
3. Bargarh: 23
4. Bhadrak: 7
5. Balangir: 32
6. Boudh: 4— I & PR Department, Odisha (@IPR_Odisha) July 27, 2022
23. Nawarangpur: 16
24. Nayagarh: 25
25. Nuapada: 9
26. Puri: 8
27. Rayagada: 12
28. Sambalpur: 89
29. Sonepur: 14
30. Sundargarh: 261
31. State Pool: 48New recoveries: 1216
Cumulative tested: 32558456
Positive: 1309085
Recovered: 1292885
Active cases: 7011— I & PR Department, Odisha (@IPR_Odisha) July 27, 2022