ଭୁବନେଶ୍ୱର,୨୫/୦୭: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୭୩୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୪୩୨ ଓ ସ୍ଥାନୀୟ ଅଞ୍ଚଳରୁ ୩୦୭ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ୯୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୦୭,୨୪୯ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୨,୯୦,୬୬୩ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୭୪୦୦ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 24th July
New Positive Cases: 739
Of which 0-18 years: 95
In quarantine: 432
Local contacts: 307(Details of local contacts will be shared by concerned District)
1. Angul: 2
2. Balasore: 8
3. Bargarh: 20
4. Bhadrak: 3
5. Balangir: 17
6. Boudh: 9— I & PR Department, Odisha (@IPR_Odisha) July 25, 2022
23. Nayagarh: 22
24. Nuapada: 8
25. Puri: 11
26. Rayagada: 15
27. Sambalpur: 113
28. Sonepur: 15
29. Sundargarh: 114
30. State Pool: 32New recoveries: 778
Cumulative tested: 32519009
Positive: 1307249
Recovered: 1290663
Active cases: 7400— I & PR Department, Odisha (@IPR_Odisha) July 25, 2022