ଭୁବନେଶ୍ୱର,୨୨/୦୭: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୧୧୭୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୬୯୦ ଓ ସ୍ଥାନୀୟ ଅଞ୍ଚଳରୁ ୪୮୮ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ୧୪୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୦୪,୩୬୯ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୨,୮୭,୯୪୧ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୭୨୪୫ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 21st July
New Positive Cases: 1178
Of which 0-18 years: 146
In quarantine: 690
Local contacts: 488(Details of local contacts will be shared by concerned District)
1. Angul: 3
2. Balasore: 18
3. Bargarh: 31
4. Bhadrak: 10
5. Balangir: 11
6. Boudh: 19— I & PR Department, Odisha (@IPR_Odisha) July 22, 2022
23. Nayagarh: 30
24. Nuapada: 13
25. Puri: 20
26. Rayagada: 23
27. Sambalpur: 111
28. Sonepur: 18
29. Sundargarh: 194
30. State Pool: 57New recoveries: 1026
Cumulative tested: 32456798
Positive: 1304369
Recovered: 1287941
Active cases: 7245— I & PR Department, Odisha (@IPR_Odisha) July 22, 2022