ଭୁବନେଶ୍ୱର,୨୧/୦୭: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୧୧୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୬୯୯ ଓ ସ୍ଥାନୀୟ ଅଞ୍ଚଳରୁ ୪୯୭ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ୧୬୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୦୩,୧୯୧ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୨,୮୬,୯୧୫ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୭୦୯୩ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 20th July
New Positive Cases: 1196
Of which 0-18 years: 169
In quarantine: 699
Local contacts: 497(Details of local contacts will be shared by concerned District)
1. Angul: 4
2. Balasore: 19
3. Bargarh: 12
4. Bhadrak: 12
5. Balangir: 15
6. Boudh: 16— I & PR Department, Odisha (@IPR_Odisha) July 21, 2022
23. Nayagarh: 36
24. Puri: 27
25. Rayagada: 19
26. Sambalpur: 70
27. Sonepur: 52
28. Sundargarh: 174
29. State Pool: 70New recoveries: 804
Cumulative tested: 32433925
Positive: 1303191
Recovered: 1286915
Active cases: 7093— I & PR Department, Odisha (@IPR_Odisha) July 21, 2022