ଭୁବନେଶ୍ୱର,୨୦/୦୭: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୧୧୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୬୫୮ ଓ ସ୍ଥାନୀୟ ଅଞ୍ଚଳରୁ ୪୬୪ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ୧୬୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୦୧,୯୯୫ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୨,୮୬,୧୧୧ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୬୭୦୧ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 19th July
New Positive Cases: 1122
Of which 0-18 years: 164
In quarantine: 658
Local contacts: 464(Details of local contacts will be shared by concerned District)
1. Angul: 1
2. Balasore: 12
3. Bargarh: 8
4. Bhadrak: 12
5. Balangir: 12
6. Boudh: 6— I & PR Department, Odisha (@IPR_Odisha) July 20, 2022
23. Nayagarh: 14
24. Nuapada: 13
25. Puri: 24
26. Rayagada: 10
27. Sambalpur: 65
28. Sonepur: 42
29. Sundargarh: 197
30. State Pool: 71New recoveries: 737
Cumulative tested: 32410847
Positive: 1301995
Recovered: 1286111
Active cases: 6701— I & PR Department, Odisha (@IPR_Odisha) July 20, 2022