ଭୁବନେଶ୍ୱର,୧୮/୦୭: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୮୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୪୭୭ ଓ ସ୍ଥାନୀୟ ଅଞ୍ଚଳରୁ ୩୩୯ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ୧୧୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୯୯,୯୨୮ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୨,୮୪,୮୩୫ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୫୯୧୧ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 17th July
New Positive Cases: 816
Of which 0-18 years: 118
In quarantine: 477
Local contacts: 339(Details of local contacts will be shared by concerned District)
1. Angul: 7
2. Balasore: 13
3. Bargarh: 7
4. Bhadrak: 8
5. Balangir: 10
6. Boudh: 11— I & PR Department, Odisha (@IPR_Odisha) July 18, 2022
23. Nuapada: 1
24. Puri: 20
25. Rayagada: 6
26. Sambalpur: 57
27. Sonepur: 14
28. Sundargarh: 141
29. State Pool: 46New recoveries: 600
Cumulative tested: 32370840
Positive: 1299928
Recovered: 1284835
Active cases: 5911— I & PR Department, Odisha (@IPR_Odisha) July 18, 2022