ଭୁବନେଶ୍ୱର,୧୩/୦୭: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୭୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୪୩୬ ଓ ସ୍ଥାନୀୟ ଅଞ୍ଚଳରୁ ୩୦୭ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ୦-୧୮ ବର୍ଷ ଭିତରେ ୮୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୯୫,୩୨୮ କୁ ବୃଦ୍ଧି ପାଇଛି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୨,୮୨,୨୭୦ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେ ବି ୩୮୭୮ ହଜାର ଜଣ ଚିକିତ୍ସାଧୀନ ଅଛନ୍ତି।
Covid-19 Report For 12th July
New Positive Cases: 743
Of which 0-18 years: 87
In quarantine: 436
Local contacts: 307(Details of local contacts will be shared by concerned District)
1. Angul: 1
2. Balasore: 12
3. Bargarh: 1
4. Bhadrak: 8
5. Balangir: 4
6. Boudh: 8— I & PR Department, Odisha (@IPR_Odisha) July 13, 2022
24. Rayagada: 3
25. Sambalpur: 14
26. Sonepur: 7
27. Sundargarh: 65
28. State Pool: 60New recoveries: 404
Cumulative tested: 32276220
Positive: 1295328
Recovered: 1282270
Active cases: 3878— I & PR Department, Odisha (@IPR_Odisha) July 13, 2022